Site icon Odiaknowledgetv

ଚାଇନା ଦାବି କରିଛି ଯେ 12 ଟି ବ୍ରାହ୍ମୋସ୍ Missile ନଷ୍ଟ କରିଛି ,କିନ୍ତୁ DRDO ସବୁ ଭୁଲ୍ ପ୍ରମାଣିତ କରିଛି!

Brahmos

ଆପଣ ଶୁଣିଛନ୍ତି କି? । ଚାଇନା ଦାବି କରିଛି ଯେ 12 ଟି ବ୍ରାହ୍ମୋସ୍ Missile ନଷ୍ଟ କରିଛି  କିନ୍ତୁ ବନ୍ଧୁଗଣ, ବାସ୍ତବ ଦୁନିଆରେ କାହାଣୀ ଅଲଗା! DRDO ଦ୍ଵାରା Developed  ବ୍ରହ୍ମୋସ Missile ଚୀନ୍‌ର ଏହି ଦାବିକୁ ଉଡ଼ାଇ ଦେଇଛି। ଏହି missile, ଯାହା ବାୟୁରେ ମଧ୍ୟ ଏହାର ଦିଗ ବଦଳାଇପାରେ, ଚୀନ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ଆସନ୍ତୁ ଜାଣିବା ଚୀନ୍‌ର ଏହି ଦାବି ରେ କେତେ ସତ୍ୟତା ରହିଛି ।

ବ୍ରାହ୍ମୋସ ମିସାଇଲର ବିଶେଷତା(BrahMos Missile Features)

ଯେତେବେଳେ  DRDO ବ୍ରାହ୍ମୋସ MissileCapability  ସାର୍ବଜନୀନ କଲା, ସେତେବେଳେ  DRDO କହିଛି ଯେ ବ୍ରହ୍ମୋସ Missile  କେବଳ ନିଜର  ପଥ ବଦଳାଇ ପାରିବ ନାହିଁ ବରଂ ବାୟୁରେ ଉତ୍କୃଷ୍ଟ ମୋଡ଼ ନେଇପାରେ। ଏହି ସୁପରସୋନିକ୍ କ୍ରୁଜ୍ Missile  ଶବ୍ଦର ବେଗଠାରୁ 2 କିମ୍ବା 3 ଗୁଣ ଅଧିକ   ଦ୍ରୁତ ଗତିରେ ଯାଇଥାଏ  ଏବଂ ଏହାର  ବହୁତ କମ୍ ଉଛରେ ଯାଇଥାଏ , ଏହି କାରଣରୁ, ରାଡାରଗୁଡିକ ଏହା କୁ ଟ୍ରାକ କରିବାରେ ଅସମର୍ଥ ହୁଅନ୍ତି |

ଚାଇନାର ଅନୁକରଣ ଏବଂ ଏହାର ଦାବି (China’s Simulation and Claims)

 ଚୀନ୍ କ’ଣ କଲା? ବ୍ରହ୍ମୋସ missile ର  ସମାଧାନ ଖୋଜିବା ପାଇଁ ଚୀନ୍ ସମସ୍ତ ଉଦ୍ୟମ କରିଥିଲା। ଚୀନ ପାଖରେ ବହୁତ  ବଡ଼ aircraft carrier ଅଛି  ଏବଂ ବିପଜ୍ଜନକ ଇଣ୍ଟରସେପ୍ଟର missile ମଧ୍ୟ ଅଛି | ଏହି କାରଣରୁ, ଚୀନ ବ୍ରାହ୍ମୋସକୁ ରୋକିବା ପାଇଁ ଅନେକ ଗୁଜବ ଏବଂ ରଣନୀତି ପ୍ରଚାର କରୁଛି  |

ଚୀନ୍ “ଡିଜିଟାଲ୍ କମ୍ବାଟ୍ ସିମୁଲେଟର” (DCS) କୁ ବ୍ୟବହାର କଲା, ଯାହା ଏକ ଉନ୍ନତ Technology ଅଟେ | ଅନେକ କମ୍ପାନି ଏହାକୁ ବ୍ୟବହାର କରନ୍ତି | ଏଠାରେ କଣ କରାଯାଏ କୌଣସି ମିସାଇଲର Capability କୁ Paper ରେ ଲେଖାଯାଏ ପୁଣି ଆଉ ଏକ Air Defense Systemର ସମସ୍ତ Capability Paper ରେ ଲେଖାଯାଏ  | 

ଠିକ ସେହିପରି Brahmos Missileର Capability କୁ Paper ରେ ଲେଖା ଗଲା ଏବଂ ଚୀନ ର Air Defense ସିସ୍ଟେମ ର ସମସ୍ତ ସିସ୍ଟେମ ପେପରରେ ଲେଖା ଗଲା ପୁଣି ଏହି ସମସ୍ତ ଡାଟା  କୁ Computer algo riddim ରେ  ସେଟ କରାଗଲା | ଏବଂ ଏକ hypothetical situation ସୃଷ୍ଟି କରାଗଲା ମାନେ ଏକ କାଳ୍ପନିକ ସ୍ଥିତି ତିଆରି କରାଗଲା | ଧରିନିଅନ୍ତୁ Philippines ଠାରୁ Brahmos missile ଛଡା ଗଲା ଏଠାରେ ଆପଣଙ୍କୁ କହିବୁ ଭରତ କେବଳ ଚୀନକୁ ଆକ୍ରମଣ କରିବା ପାଇଁ Brahmos ତିଆରି କରି ନାହି ଏହା ଚୀନ ର ପଦଶୀ ମାନଙ୍କ ପାଇଁ ମଧ୍ୟ ଦିଆଯାଉଛି ଯେଉଁ ମାନେ ଚୀନ ର ବିସ୍ତାର ବାଡି ନୀତି ଦ୍ଵାରା ଚିନ୍ତିନ୍ତ ଅଛନ୍ତି | ଏବଂ ଭରତ already Brahmos missile ଚୀନ ର ପଡୋଶୀ ଦେଶକ କୁ ସପ୍ଲାଇ କରିବା ଆରମ୍ବ କରିଦେଇଛି ଏବଂ ସେମାନେ ଖୁସିରେ Brahmos କିଣୁଛନ୍ତି | ତେଣୁ ଚୀନ  କଣ କଲା  Philippine ଠାରୁ 12 ଟି Brahmos Missile ଛାଡିଲା  ଏବଂ Simulator ମଧ୍ୟରେ already ଚୀନ Defense system feed ହୋଇଛି | ତ ଚୀନର aircraft carrier ବ୍Brahmos missile କୁ ଅଟକାଇବା ପାଇଁ 40 ଟି missile ଛାଡିଲା ଏବଂ Brahmos missile 40 intercept  ମିସାଇଲ  ର ସମୁଖୀନ କରିବାକୁ ଯାଇ 12ଟି  ମିସାଇଲ ନଷ୍ଟ ହୋଇଗଲା | 

କିନ୍ତୁ ବର୍ତ୍ତମାନ ଏଠାରେ କେବଳ simulation ହେଉଛି  | ଏକ କମ୍ପ୍ୟୁଟର ସିମୁଲେସନ୍ ଚାଲୁଅଛି ଯେଉଁଥିରେ ଏହା ଗ୍ରାଫିକ୍ସ ମାଧ୍ୟମରେ ଦେଖାଯାଏ ଯେ ଯଦି12  ବ୍ରହ୍ମୋସ୍ ଚାଇନାର  aircraft carrier ଉପରେ ସିଧାସଳଖ ଆକ୍ରମଣ କରେ , ତେବେ ଏଥିରେ ଥିବା 40 ଟି ଇଣ୍ଟରସେପ୍ଟର missile  ଯଦି ଅଟକାଇବାକୁ ଯାଏ , ତେବେ ବ୍ରାହ୍ମସ୍ 12 ର ଅବସ୍ତା  କ’ଣ ହେବ? ବାୟୁ ରେ ନଷ୍ଟ ହେବ କି ନହିଁ ? ଏବଂ  ତାହା ହିଁ ଘଟିଲା | 12 ରୁ  12 ବ୍ରହ୍ମୋସ missile aircraft carrier କୁ   ଛୁଇଁ ପାରି ନଥିଲା ଏବଂ Brahmos ନଷ୍ଟ ହୋଇଯାଇଥିଲା  | ବ୍ରାହ୍ମୋସ୍ ଏଠାରେ ହାରିଗଲେ |

ତାହା ହେଲେ ଆପଣ ଭାବୁଥିବେ ଚାଈନା ଖୁସି ହୋଇଥିବ ନା , ପୁଣି କଣ କରାଗଲା 24 ଟି Brahmos Missile ଚାଇନା aircraft carrier ଆଡକୁ ଛଡାଗଲା ଏବଂ ଏହାକୁ ରୋକିବା ପାଇଁ ଚାଈନା aircraft 63 intercept  ମିସାଇଲ ଛାଡିଲା  , 24 Brahmos ରୁ ଦୁଇଟି ନିଜର Target ହିଟ କରିଦେଲା | ତାହା ହେଲେ ଆପଣ ଭାବୁଥିବେ ମାତ୍ର ଦୁଇଟି ,ନା ଏଠାରେ ପୁରା କାହାଣୀ ବାକି ଅଛି | ପୁଣି Brahmos ସଂଖ୍ୟା ବଢାଇ 36 କରାଗଲା ଏବଂ ଚାଈନା aircraft carrier Brahmos କୁ ରୋକିବା ପାଇଁ 76 ଟି ମିସାଇଲ ଛାଡିଲା | କିନ୍ତୁ 12 ଟି Brahmos target hit କରିଦେଲା ତେବେ ଭାବନ୍ତୁ ଯଦି 12 ଟି ବ୍ରାହମସ କୌଣସି aircraft career କୁ ହିଟ କରେ ତେବେ ସେହି aircraft ର  କଣ ହେବ ତାହା ବୁଡିଯିବା ନିଶ୍ଚିତ ଏବଂ ତାହା ହିଁ ହେଲା  ଚାଇନା aircraft ଶେଠୀ ବୁଡିଗଲା | 

ପାକିସ୍ତାନ ଏବଂ ୟୁକ୍ରେନରେ ବ୍ରାହ୍ମୋସର ସଫଳତା (BrahMos Success in Pakistan and Ukraine)

ଆପଣଙ୍କ ନିଶ୍ଚିତ ମାନେ ଥିବ ଯେତେବେଳେ 9 ମାର୍ଚ 2022 ରେ ପାକିସ୍ତାନ କୁ Brahmos Missile ଛାଡିଦିଆଯାଇଥିଲା | ତାହା ଭୁଲ ରେ ହେଉ କିମ୍ବା ଆର୍ମି ଟେଷ୍ଟ ପାଇଁ ହେଉ Brahmos missile ପାକିସ୍ତାନ ରେ ପହଞ୍ଚିଥିଲା | ଯେତେବେଳେ Brahmos ମିସାଇଲ ପାକିସ୍ତାନ ର 125 kilometer ଭିତର କୁ ଯାଇ fire କରିଥିଲା ସେତେବେଳେ  ପର୍ଯ୍ୟନ୍ତ ହୋସ ନଥିଲା ପାକିସ୍ତାନ ଆର୍ମି ର , ପାକିସ୍ତାନ Air Defense Systemର ଯାହା ଚୀନ ଠାରୁ ଆଣି ପାକିସ୍ତାନ ନିଜ ଦେଶ କୁ ରକ୍ଷା କରିବା ପାଇଁ Deploy କରିଛି | ଯେତେବେଳେ Brahmos Missile ପାକିସ୍ତାନରେ ପଡିଲା ସେତେବେଳେ ସେଠାକାର ପବ୍ଲିକ ପାକିସ୍ତାନ ସରକାରକୁ ଜଣାଇଥିଲେ ଯେ ତାଙ୍କ ଉପରେ ମିସାଇଲ ଆକ୍ରମଣ ହୋଇଛି ସେତେବଳେ ହିଁ ପାକିସ୍ତାନ ଜାଣିପାରିଥିଲା | 

ଠିକ ସେହିଭଳି Ukraine ରୁସ  ଯୁଦ୍ଧରେ ମଧ୍ୟ ଦେଖିବାକୁ ମିଳୁଛି  | Russia  1100 ରୁ ଅଧିକ କିଞ୍ଜାଲ missile ଛାଡିଛି  , ଯେଉଁ ମିସାଇଲ କି ଶବ୍ଦର ଗତି ଠାରୁ  5 ରୁ 10 ଗୁଣ ଅଧିକ Speed ଅଟେ, କିନ୍ତୁ ଏହି Missile ଗୁଡିକ  ସଠିକତା ସହିତ ସେମାନଙ୍କ ଲକ୍ଷ୍ୟକୁ ମାରିବାରେ ସକ୍ଷମ ନୁହଁନ୍ତି। ଏହି ମିସାଇଲ ର failure 20 ରୁ 60 ପ୍ରତିଶତ | ମାନେ ଯଦି 100 missile ଆକ୍ରମଣ କରେ   ତେବେ ସେଥିରୁ 60 ଟି ମିସାଇଲ fail ହୋଇଯାଉଛି ଜଦିବା ବେଳେ ବେଳେ Target କୁ ହିଟ କରେ ତେବେ ଫଟେ ନାହିଂ |   ଅପରପକ୍ଷେ, Russia ର ଓନିକ୍ସ ମିସାଇଲ , ଯେଉଁ ଅନିକ୍ସ ମିସାଇଲ କୁ ଆଧାର କରି ବ୍ରହ୍ମୋସ୍ ଡିଜାଇନ୍ କରାଯାଇଛି , ତାହା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଶତ୍ରୁ ଲକ୍ଷ୍ୟକୁ ଅତି ସହଜରେ ଆଘାତ କରୁଛି। 

ବର୍ତ୍ତମାନ ପର୍ଯ୍ୟନ୍ତ Russia  ୟୁକ୍ରେନ ଉପରେ 210 onyx missile ଆକ୍ରମଣ  କରିଛି, କିନ୍ତୁ ୟୁକ୍ରେନ ମାତ୍ର 10 କୁ ଅଟକାଇବାରେ ସକ୍ଷମ ହୋଇଛି।  ଯେତେବେଳେ ୟୁକ୍ରେନରେ ବିଶ୍ୱର ସର୍ବୋତ୍ତମ Air Defense System ଲଗାଯାଇଛି , ଯେପରିକି ଆମେରିକା ଠାରୁ ଦିଆଯାଇଥିବା THAAD ଏବଂ Patriot Air Defense System ଲଗାଯାଇଛି  | କିନ୍ତୁ ଏହି ସମସ୍ତ ସିଷ୍ଟମ୍ ମଧ୍ୟ ବିଫଳ ହେଉଛି  | Onyx Missile , ଯାହା ଉପରେ ବ୍ରାହ୍ମୋସର ଡିଜାଇନ୍ ଆଧାରିତ, ତାହା ଏତେ ବିପଜ୍ଜନକ ପ୍ରମାଣିତ ହେଉଛି ଯେ ଏହି ଆଧୁନିକ Air Defense  ପ୍ରଣାଳୀକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି।

ତେଣୁ ବର୍ତ୍ତମାନ ଆପଣ  ଭାବନ୍ତୁ, ବ୍ରହ୍ମୋସ୍ missile ହେଉଛି ଅନିକ୍ସର ଏକ advance version  , ଯାହା Russia  ଏବଂ ଭାରତର DRDO ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି | ଏହାର ଶକ୍ତି ଏତେ ମାରାତ୍ମକ ଯେ ଏହା ଆମେରିକାର air defense system କୁ ମଧ୍ୟ ହରାଇପାରେ । Already  Brahmos Missile ପାକିସ୍ତାନରେ ନିୟୋଜିତ ଚୀନ୍‌ର Air Defense System କୁ  ପରାସ୍ତ କରିଛି। ଏବଂ  ୟୁକ୍ରେନରୁ  ମଧ୍ୟ ଖବର ଆସିଥିଲା  ​​ଯେ ସବୁଠାରୁ ବିପଜ୍ଜନକ Missile  ହେଉଛି ଅନିକ୍ସ, ଯାହା ଉପରେ ବ୍ରାହ୍ମୋସ୍ ଆଧାରିତ।

ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀର ଦୁର୍ବଳତା (Weaknesses of China’s Air Defense System)

ଆଲଗୋରିଦମ ଏବଂ ସିମୁଲେଟର ବ୍ୟବହାର କରି ଏହାର ପଥ ଗଣନା କରିବାକୁ ଚୀନ ଚେଷ୍ଟା କରିଥିଲା , କିନ୍ତୁ ବାସ୍ତବ ଦୁନିଆରେ ବ୍ରାହ୍ମୋସର ଅପ୍ରତ୍ୟାଶିତ ଗତିବିଧିକୁ ଟ୍ରାକ୍ କରିବା କଷ୍ଟକର | ଯଦି ଆମେରିକାର ଉନ୍ନତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ରୋକିବାରେ ବିଫଳ ହୁଏ ଏବଂ ଚୀନ୍‌ର ବ୍ୟବସ୍ଥା ଏହାକୁ ପାକିସ୍ତାନରେ ଅଟକାଇ ପାରିଲା  ନାହିଁ, ତେବେ ପ୍ରକୃତ ପରିସ୍ଥିତିରେ ବ୍ରାହ୍ମୋସକୁ କିଏ ଅଟକାଇ ପାରିବ?

ଧରାଯାଉ, ଚୀନ୍ କ ଣସି ପ୍ରକାରେ ଗୋଟିଏ କିମ୍ବା ଦୁଇଟି ବ୍ରାହ୍ମୋସ୍ missile କୁ  ବାଧା ଦେଇଦିଏ , କିନ୍ତୁ ଭାରତରେ ହଜାର ହଜାର ବ୍ରାହ୍ମୋସ୍ Brahmos Missile ଅଛି। ଯଦି ଏକସାଙ୍ଗରେ  ବହୁ ସଂଖ୍ୟକ Missile  ଆକ୍ରମଣ କରାଯାଏ, ତେବେ ଚୀନ୍ ସେନାର ଜାହାଜ ବୁଡ଼ିଯିବା ନିଶ୍ଚିତ ଅଟେ। ଏହା ପରେ ଭାରତୀୟ Submarine  ମଧ୍ୟ ଚୀନ୍ ଭିତରେ ବିପଦ ସୃଷ୍ଟି କରିପାରେ।

DRDO ର ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତ ଯୁଦ୍ଧ (DRDO’s Technology and Future Warfare)

ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଗତ କିଛି ବର୍ଷ ମଧ୍ୟରେ ଅତ୍ୟାଧୁନିକ  Technology  କ୍ଷେତ୍ରରେ ଅଦୃଶ୍ୟ ଅଗ୍ରଗତି କରିଛି। ଏହାର ମିସାଇଲ୍ ଟେକ୍ନୋଲୋଜି, ବିଶେଷକରି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିଶ୍ୱ ସାମରିକ ବାହିନୀ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। DRDO ର ଏହି ଟେକ୍ନୋଲୋଜିର ଭୂମିକା ଭବିଷ୍ୟତ ଯୁଦ୍ଧରେ ନିର୍ଣ୍ଣାୟକ ହୋଇପାରେ |

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ହେଲେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହି କ୍ଷେପଣାସ୍ତ୍ରର ଅନନ୍ୟ ସାମର୍ଥ୍ୟ ଏବଂ ଏହାର ଉଚ୍ଚ  features ଭାରତ୍ୟ ସେନାକୁ ଏକ ବୃହତ ରଣନୀତିକ ସୁବିଧା ପ୍ରଦାନ କରିପାରିବ |

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଭାରତ ପାଇଁ ଏକ ପ୍ରମୁଖ ରଣନୈତିକ ଅସ୍ତ୍ର ବୋଲି ପ୍ରମାଣିତ ହୋଇପାରେ। ଏହାର ଉଚ୍ଚ ଗତି, ସଠିକତା ଏବଂ ଦିଗ ପରିବର୍ତ୍ତନ କରିବାର କ୍ଷମତା ଏହାକୁ ଚୀନ୍ ବିରୁଦ୍ଧରେ ଏକ ମାରାତ୍ମକ ଅସ୍ତ୍ରରେ ପରିଣତ କରେ | ଏହି କ୍ଷେପଣାସ୍ତ୍ରର ବ୍ୟବହାର ଭାରତକୁ ଉଭୟ ନୌସେନା ଏବଂ ବାୟୁ ଦିଗରେ ଏକ ସୀମା ଦେଇପାରେ, ଯାହା ଚୀନ୍‌ର ସାମରିକ ସାମର୍ଥ୍ୟ ଉପରେ ଗଭୀର ଝଟକା ଦେଇପାରେ।

ସିଦ୍ଧାନ୍ତ Conclusion:

ପରିଶେଷରେ ଚୀନ୍‌ର ଦାବି ଯେ ଏହା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଛି, ବାସ୍ତବରେ DRDO ର ଶକ୍ତି ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ। ଅନୁକରଣରେ ଯାହା ଘଟେ, ବାସ୍ତବ ଦୁନିଆରେ ବ୍ରହ୍ମୋସ୍ ଏହାର ଗତି, ଦିଗ ପରିବର୍ତ୍ତନ କରିବାର କ୍ଷମତା ଏବଂ ଭୂମି ନିକଟରେ ଉଡ଼ିବା କାରଣରୁ ଏହାକୁ ଅଟକାଇବା ଅତ୍ୟନ୍ତ କଷ୍ଟକର | DRDO ଏବଂ Russia ର ଏହି ମିଳିତ ପ୍ରୟାସ ଭାରତକୁ ଏକ କ୍ଷେପଣାସ୍ତ୍ର ଦେଇଛି ଯାହା କେବଳ ଚୀନ୍ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଆହ୍ଵାନ ଅଟେ  | ଭବିଷ୍ୟତରେ, ଯଦି ଯୁଦ୍ଧ ହୁଏ, ବ୍ରହ୍ମୋସ୍ ନିଶ୍ଚିତ ଭାବରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ |

Share This Post
Exit mobile version