India’s $10 Trillion Economy Plan 2025

ଭାରତ 3.7 ଟ୍ରିଲିୟନ ଡଲାର ଅର୍ଥନୀତିରେ ବିଶ୍ୱରେ ନିଜର ସ୍ଥିତିକୁ ବୃଦ୍ଧି କରିଛି। କିନ୍ତୁ 2030 ସୁଦ୍ଧା ଭାରତ ପ୍ରାୟ 3.7 ଟ୍ରିଲିୟନ ଡଲାରରୁ 10 ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।  କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି – କଣ ସତରେ 2030 ସୁଦ୍ଧା ଭାରତ 10 ଟ୍ରିଲିୟନ ଡଲାରର ସେହି ଲକ୍ଷକୁ ପୂରଣ କରିପାରିବ ? କିନ୍ତୁ ଭାରତର ଏହା ଏକ ସ୍ୱପ୍ନ ନୁହେଁ, ବରଂ ଏକ ବଡ ଯୋଜନା ଅଟେ | … Read more