କଣ ଆପଣ ଜାଣନ୍ତି କି ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଆପଣ କାମ କରି ପ୍ରକୃତରେ କୋଟିପତି ହୋଇପାରିବେ? ଏହା ଅଜବ ଲାଗୁଥାଇପାରେ, କିନ୍ତୁ ବିଶ୍ୱାସ କର, ଏହା ସମ୍ପୂର୍ଣ୍ଣ ସତ! କୋଟିପତି ହେବା ସହଜ ନୁହେଁ, କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ Highest Currency Value Countries ଯେଉଁଠି କାମ କରି ଆପଣ ଭାରତକୁ ଫେରିବା ମାତ୍ରେ ଆପଣଙ୍କ ରୋଜଗାରକୁ କୋଟିରେ ପରିଣତ କରିପାରିବ |
ବନ୍ଧୁଗଣ, ଏହି Article ର ଆମେ ଆପଣଙ୍କୁ ଏପରି 10ଟି ଦେଶ ବିଷୟରେ କହିବୁ ଯାହାର Currency ପୁରା ବିଶ୍ଵରେ ଅଧିକ value ରହିଛି | କିନ୍ତୁ ବର୍ତ୍ତମାନ ଆପଣ ଭାବୁଥିବେ କୋଟିପତି ହେବାର ଏହି Currency value ର କଣ ରହିଛି ସଂଯୋଗ ? ଦେଖନ୍ତୁ ଏହି ଦେଶଗୁଡିକରେ କାମ କରି ଆପଣ ଯାହା ବି ଟଙ୍କା ରୋଜଗାର କରିବେ ତାହା ଭାରତୀୟ Currency ଠାରୁ ଅନେକ ଗୁଣ ଅଧିକ ହେବ | ଏହାର ଅର୍ଥ, ଯେତେବେଳେ ଆପଣ ଏହି ଦେଶରେ ରୋଜଗାର କରିଥିବା ଟଙ୍କାକୁ ଭାରତୀୟ ଟଙ୍କାରେ ରୂପାନ୍ତର କରନ୍ତି, ତେବେ ଆପଣଙ୍କ ସେହି ଟଙ୍କା କୋଟି ରେ ପରିଣତ ହୋଇପାରେ
ତେବେ ଆସନ୍ତୁ ଜାଣିବା ସେହି ଦେଶଗୁଡିକ ଯେଉଁଠାରେ ଆପଣ ନିଜ ଭାଗ୍ୟ ପରିବର୍ତ୍ତନ କରିପାରିବେ!
ବର୍ତ୍ତମାନ, ଯେତେବେଳେ Currency value କଥା ଆସେ, ତେବେ ପ୍ରଥମ ଆପଣ ନିଶ୍ଚିତ ଭାବୁଥିବେ ଯେ ଆମେରିକୀୟ ଡଲାର, ହିଁ ସବୁଠାରୁ ଅଧିକ ଶକ୍ତିଶାଳୀ ? ଅବଶ୍ୟ, ଏହା କିଛି ପରିମାଣରେ ସତ ଯେ ଆମେରିକୀୟ ଡଲାର ଏକ ଶକ୍ତିଶାଳୀ currency , କିନ୍ତୁ ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ କିମ୍ବା valuable currency ନୁହେଁ।
ବାସ୍ତବରେ, ଆମେରିକୀୟ ଡଲାରର ପ୍ରଭାବ ବିଶ୍ୱରେ ସର୍ବାଧିକ | ସମଗ୍ର ବିଶ୍ୱରୁ ଅଧିକାଂଶ କାର୍ଯ୍ୟ କେବଳ ଆମେରିକୀୟ ଡଲାରରେ କରାଯାଇଥାଏ | ଦୁନିଆରେ ଘଟୁଥିବା ସମସ୍ତ କାରବାର ମଧ୍ୟରୁ ଏହା ସବୁଠାରୁ ବଡ ଅଟେ | ଅଧିକାଂଶ କାରବାର କେବଳ ଆମେରିକୀୟ ଡଲାରରେ କରାଯାଇଥାଏ | ସେଥିପାଇଁ ଆମେରିକୀୟ ଡଲାର ସବୁଠାରୁ ଶକ୍ତିଶାଳୀ | କିନ୍ତୁ ସବୁଠାରୁ valuable ନୁହେଁ | ତେବେ ଆସନ୍ତୁ ଜାଣିବା କେଉଁ ଦେଶର currency ସବୁଠାରୁ valuable |
1.Highest Currency Value Countries -(Kuwait)
2024 ବର୍ଷର ଏହି ତାଲିକାରେ କୁଏତ ନାମ ପ୍ରଥମ ସ୍ଥାନ ଅଧିକାର କରିଛି | Kuwaiti Dinar ଯାହାକୁ short ରେ (KWD) କୁହାଯାଉଛି | ଏହା କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ currency କୁହାଯାଉଛି | ଗୋଟିଏ କୁଏତ ଡିନାର ପ୍ରାୟ 3.28 ଆମେରିକୀୟ ଡଲାର ଅର୍ଥାତ୍ ₹ 274.72 ଭାରତ୍ୟ currency ସହିତ ସମାନ| ଏହି କାରଣରୁ ଭାରତରୁ କୁଏତକୁ ବହୁ ସଂଖ୍ୟକ ଲୋକ କାମ କରିବାକୁ ଯାଆନ୍ତି। ତେବେ କଳ୍ପନା କରନ୍ତୁ , ଯଦି ଆପଣ ସେଠାରେ ଗୋଟାଏ ମାସରେ 1000 ଡିନାର ରୋଜଗାର କରନ୍ତି ,ତେବେ ତାହା ପ୍ରାୟ 2.7 ଲକ୍ଷ ଟଙ୍କା ହେବ | ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାଇ କୁଏତ ରେ 2023 ପର୍ଯ୍ୟନ୍ତ ପ୍ରାୟ 10 ଲକ୍ଷ ରୁ ଅଧି ଭାରତ୍ୟା ରୁହନ୍ତି ଏବଂ କୁଏତରେ କାର୍ଯ୍ୟ କରୁଥିବା ଲୋକମାନେ ବିଶେଷ କରି oil ଓ ଗ୍ୟାସ ଶିଳ୍ପରେ ଭଲ ବେତନ ପାଆନ୍ତି।
2.Highest Currency Value Countries -Bahrain
ଦ୍ୱିତୀୟ ସ୍ଥାନରେ ଆସୁଛି Bahraini Dinar ଯାହାକୁ (BHD)କୁହାଯାଏ | ଗୋଟିଏ ବହାରେନ ଡିନାରର ମୂଲ୍ୟ ହେଉଛି 2.65 ଆମେରିକୀୟ ଡଲାର ଯାହା ପ୍ରାୟ ₹ 222.35 ଭାରତ୍ୟା ଟଙ୍କା ହୋଇଥାଏ | ବହାରେନ ହେଉଛି ଏକ ଛୋଟ ଦ୍ୱୀପ ଦେଶ, ଯାହାର ଜନସଂଖ୍ୟା ମାତ୍ର 16 ଲକ୍ଷ ରୁ କିଛି ଅଧିକ ଏବଂ ଏଠାରେ Income ର ମୁଖ୍ୟ sources ହେଉଛି କୁଏତ ପରି ଗ୍ୟାସ ଏବଂ ପେଟ୍ରୋଲିୟମ export |
ଆପଣ ଏହା ମଧ୍ୟ ଜାଣିବା ଉଚିତ ଯେ ବହାରେନ ଦୀନାର ସହିତ ସାଉଦି ରିୟାଲ ମଧ୍ୟ ଏଠାରେ ଆଇନଗତ ମୁଦ୍ରା ଭାବରେ ମାନ୍ୟତା ପାଇଛି ଏବଂ ଗୋଟିଏ ଡିନାର 10 ରିୟାଲ ସହିତ ସମାନ | ଅନ୍ୟ ଆରବୀ ମୁଦ୍ରା ପରି, ଏହାକୁ 1000 ଛୋଟ ୟୁନିଟରେ ବିଭକ୍ତ କରାଯାଇଛି, ଯାହାକୁ ଫିଲ୍ କୁହାଯାଏ |
ତେଣୁ ଯଦି ଆପଣ ଚାକିରି ପାଇଁ ବହାରେନକୁ ଯାଆନ୍ତି, ତେବେ ଏହା ଏକ ଲାଭଜନକ ଡିଲ୍ ହୋଇପାରେ | ଏବଂ ହଁ, ବହରାଇନ୍ ର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ଭାରତୀୟ ଅଟନ୍ତି | ଯଦି ଆପଣ ସେଠାରେ ଏକ ଭଲ କମ୍ପାନୀରେ କାମ କରନ୍ତି , ତେବେ ଆପଣ ଯେକୌଣସି ସମୟରେ ଲକ୍ଷ ଲକ୍ଷ ରୋଜଗାର କରିପାରିବ | ବିଶେଷକରି oil , ଗ୍ୟାସ ଏବଂ financial କ୍ଷେତ୍ରରେ ମଧ୍ୟ ଏଠାରେ ବହୁତ ଭଲ ସୁଯୋଗ ଅଛି |
3.Oman
ବର୍ତମାନ ଆସନ୍ତୁ ଓମାନ ବିଷୟରେ ଆଲୋଚନା କରିବା | ଓମାନର currency ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି | ଓମାନ ରିୟାଲ ହେଉଛି ଓମାନର ଜାତୀୟ currency | ଗୋଟିଏ ଓମାନି ରିଆଲର ମୂଲ୍ୟ ହେଉଛି 2.60 ଆମେରିକୀୟ ଡଲାର ଯାହା ପ୍ରାୟ ₹ 270.71 ଭାରତ୍ୟ ଟଙ୍କା | ଏହାର ଅର୍ଥ ଯଦି ଆପଣ ଭାରତକୁ ଗୋଟିଏ ଓମାନି ରିଆଲ୍ ଆଣନ୍ତି, ତେବେ ଏହା ପ୍ରାୟ ₹270 ଟଙ୍କା ହୋଇଯାଏ | ତେବେ ଏହା ବହୁତ ଭଲ ଲାଭଦାୟକ ?
ଏବଂ ଓମାନର ଅର୍ଥନୀତି ଏହାର oil ଭଣ୍ଡାର ଉପରେ ନିର୍ଭରଶୀଳ | ଏହି ଦେଶ ଆରବ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ | ଏହାସହିତ ଓମାନରେ 5 ଲକ୍ଷରୁ ଅଧିକ ଭାରତୀୟ ବାସ କରନ୍ତି ଏବଂ ଭାରତୀୟମାନେ ଓମାନର ବଡ ବିଦେଶୀ ପ୍ରବାସୀ ଭାବରେ ଜଣାଶୁଣା |
ବିଶେଷକରି ଇଞ୍ଜିନିୟରିଂ ଏବଂ construction କ୍ଷେତ୍ରରେ ଓମାନର ମଧ୍ୟ ଉତ୍ତମ ଚାକିରି ସୁଯୋଗ ରହିଛି | ଏଠାରେ କାମ କରି ଆପଣଙ୍କ ଦରମା ଭାରତୀୟ ମୂଲ୍ୟରେ ବହୁଗୁଣିତ କରିପାରିବେ |
4.Jordan
Jordanian ଚତୁର୍ଥ ସ୍ଥାନରେ ଅଛି | ଗୋଟିଏ ଜୋର୍ଡାନୀୟ ଡିନାରର ମୂଲ୍ୟ ହେଉଛି 1.41 ଆମେରିକୀୟ ଡଲାର ଯାହା ପାଖାପାଖି ₹ 118.26 ଭାରତ୍ୟା ଟଙ୍କା ଅଟେ | ଜୋର୍ଡାନ ହେଉଛି ଏକ ଆରବ ଦେଶ ଏବଂ ଏହାର ସରକାର ଏକ ସ୍ଥିର exchange ମୂଲ୍ୟ ବଜାୟ ରଖିଛନ୍ତି, ଯାହା ଏହାର ମୁଦ୍ରାର ଉଚ୍ଚ ମୂଲ୍ୟର ମୁଖ୍ୟ କାରଣ ଅଟେ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜୋର୍ଡାନ ଏହାର ପଡୋଶୀ ଦେଶ ପରି oil ରପ୍ତାନି ଉପରେ ନିର୍ଭରଶୀଳ ନୁହେଁ। ଏବଂ ଏପରିକି ଜୋର୍ଡାନରେ ମଧ୍ୟ ଆପଣ ଭଲ ଚାକିରି ପାଇ ଭାରତୀୟ ମୁଦ୍ରାରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ |
5.United Kingdom
ବ୍ରିଟିଶ ପାଉଣ୍ଡ ଷ୍ଟର୍ଲିଂ ଦୁନିଆର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି ଏବଂ ଆପଣଙ୍କୁ କହିବୁ ଯେ ବ୍ରିଟେନରେ ଆଜି ମଧ୍ୟ ଭାରତୀୟମାନଙ୍କର ମହତ୍ ଅଧିକ ରହିଛି। ଏବଂ ପ୍ରୀତି ପଟେଲ ହେଉଛନ୍ତି ବ୍ରିଟେନର ପ୍ରଥମ ଭାରତ୍ୟା ମହିଳା ଗୃହମନ୍ତ୍ରୀ | ଯଦି ଆପଣ ମଧ୍ୟ ବ୍ରିଟେନ ଯାଇ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ | ଭାରତୀୟ ଟଙ୍କାରେ ଗୋଟିଏ ବ୍ରିଟିଶ ପାଉଣ୍ଡ ଷ୍ଟର୍ଲିଂର ମୂଲ୍ୟ ପ୍ରାୟ ₹ 112.34 ଭାରତ୍ୟ ଟଙ୍କା ଥିବାବେଳେ ଡଲାରରେ ଏହାର ମୂଲ୍ୟ ପ୍ରାୟ 1.34 ଡଲାର ଅଟେ।
6.Cayman Island
ଏବେ ଆସନ୍ତୁ ଜୀବ Cayman Island | ଏଠାରେ ଥିବା currency ଦୁନିଆର ଷଷ୍ଠ ଶକ୍ତିଶାଳୀ Currency ମଧ୍ୟରେ ଗଣାଯାଏ | ଗୋଟିଏ Cayman Island ମୂଲ୍ୟ ହେଉଛି 1.20 ଆମେରିକୀୟ ଡଲାର ଏବଂ ପ୍ରାୟ ₹ 108.68 ଭାରତୀୟ ଟଙ୍କା | Cayman Island ନିଜର ସୌନ୍ଦର୍ଜ୍ୟ ପାଇଁ ପ୍ରସିଦ୍ଧ, ଏବଂ ବିଶ୍ୱର ବହୁ ସଂଖ୍ୟକ ଲୋକ ଛୁଟିଦିନ ପାଇଁ ଏଠାକୁ ଆସନ୍ତି |
7.Europ
ବର୍ତ୍ତମାନ ୟୁରୋପର ୟୁରୋ ସାତ ନମ୍ବରରେ ଅଛି | ବନ୍ଧୁଗଣ, ଯଦି କୁହାଯାଏ ଯେ ଆମେରିକୀୟ ଡଲାର ପରେ, ଯଦି କୌଣସି ପ୍ରସିଦ୍ଧ currency ଅଛି ତେବେ ଏହା ୟୁରୋ ଅଟେ | ତେଣୁ ଏହା କହିବା ଭୁଲ ହେବ ନାହିଁ ଯେ ୟୁରୋ ବହୁତ ଶକ୍ତିଶାଳୀ କିନ୍ତୁ ଏଠାରେ ଏହା ସାତ ନମ୍ବରରେ ଅଛି କାରଣ ଗୋଟିଏ ୟୁରୋ 1.12 ଆମେରିକୀୟ ଡଲାର ଏବଂ ଗୋଟିଏ ୟୁରୋ 93.80 ଭାରତୀୟ ଟଙ୍କା ସହିତ ସମାନ |
8.Switzerland
ସ୍ୱିଜରଲ୍ୟାଣ୍ଡର Swiss Franc ଅଷ୍ଟମ ସ୍ଥାନରେ ରହିଛି। ସାରା ବିଶ୍ୱରେ ଏହାର beauty ପାଇଁ ଜଣାଶୁଣା | ଆମେ ସମସ୍ତେ ଏହା ଜାଣୁ | ଗୋଟିଏ Swiss Franc ର ମୂଲ୍ୟ 1.19 ଆମେରିକୀୟ ଡଲାର ଏବଂ ଏହାର ମୂଲ୍ୟ ଭାରତରେ 99.40 ଭାରତୀୟ ଟଙ୍କା ସହିତ ସମାନ |
9.America
ବର୍ତମାନ ଆସନ୍ତୁ ଜାଣିବା 9 ନମ୍ବର | ଆପଣ ଯେଉଁ ନାମକୁ ଅପେକ୍ଷା କରିଥିବେ ତାହା ହେଉଛି ଆମେରିକୀୟ ଡଲାର | ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ବର୍ତ୍ତମାନ .83.79 ଭାରତୀୟ ଟଙ୍କା ସହିତ ସମାନ | ତଥାପି, ଏହାର ମୂଲ୍ୟ ସମୟ ସମୟରେ ବୃଦ୍ଧି ଏବଂ ହ୍ରାସ ପାଏ | ଯେପରି ଆମେ ପୂର୍ବରୁ କହିଥିଲୁ, ଆମେରିକୀୟ ଡଲାର ହେଉଛି ବିଶ୍ୱର ସର୍ବାଧିକ circulate currency | ଏହାର ଅର୍ଥ ଯଦି ଆପଣ ଆମେରିକୀୟ ଡଲାର ସହିତ ଦୁନିଆର ଯେ କୌଣସି ସ୍ଥାନକୁ ଯାଆନ୍ତି, ତେବେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ |
10.Canada
ବର୍ତ୍ତମାନ 10 ନମ୍ବରରେ କାନାଡିୟ ଡଲାର ଆସେ, ଯଥା କାନାଡାର ମୁଦ୍ରା | ଗୋଟିଏ କାନାଡିୟ ଡଲାରର ମୂଲ୍ୟ ପ୍ରାୟ ₹ 61.98 ଭାରତୀୟ ଟଙ୍କା ସହିତ ସମାନ | କାନାଡାରେ କେତେ ଭାରତୀୟ ବାସ କରନ୍ତି ଆପଣ ନିଶ୍ଚୟ ଜାଣିଥିବେ | ହଁ, କାନାଡାର ମୋଟ ଜନସଂଖ୍ୟାର ପ୍ରାୟ 4% ଭାରତୀୟ ଅଟନ୍ତି | ଖବର ଅନୁଯାୟୀ, ପ୍ରତିବର୍ଷ ଭାରତରୁ କାନାଡା ଯାଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି, ବିଶେଷକରି Punjab ଲୋକମାନେ ରୋଜଗାର କରିବାକୁ କାନାଡା ଯିବାକୁ ପସନ୍ଦ କରନ୍ତି
ତେଣୁ ଆପଣ କ’ଣ ଭାବୁଛନ୍ତି ? ଆପଣ ମଧ୍ୟ କାନାଡା ଯାଇ ଭଲ ଟଙ୍କା ରୋଜଗାର କରିପାରିବେ କି? ଯଦି ହଁ, ତେବେ ଅପେକ୍ଷା କାହିଁକି ? କିନ୍ତୁ ମନେରଖନ୍ତୁ, ଏହି Article ରେ ଦିଆଯାଇଥିବା ସମସ୍ତ ସୂଚନା ଆମର ମତ ନୁହେଁ, ଏହି ସମସ୍ତ ସୂଚନା ଇଣ୍ଟରନେଟରୁ ନିଆଯାଇଛି | ତେଣୁ ଦୟାକରି comment ମାଧ୍ୟମରେ ଆମକୁ କୁହନ୍ତୁ ଏହି Article ଟି ଆପଣ ପସନ୍ଦ କରନ୍ତି କି ନହିଁ ଏବଂ ଯଦି ଆପଣ ମଧ୍ୟ ଟଙ୍କା ରୋଜଗାର କରିବାକୁ ଅନ୍ୟ ଦେଶକୁ ଯିବାକୁ ଚାହାଁନ୍ତି, ତେବେ ଦୟାକରି comment ମଧ୍ୟମ ରେ କୁହନ୍ତୁ ଏହି ଦେଶଗୁଡିକ ମଧ୍ୟରୁ କେଉଁଟି ଆପଣ ବାଛିବେ |
ବାସ୍ତବରେ, ଆମ ଦେଶର ମାଟି ଏବଂ ଶାନ୍ତି ବୋଧହୁଏ ଦୁନିଆର ଅନ୍ୟ କୌଣସି ଦେଶରେ ମିଳିବ ନାହିଁ | ତେଣୁ ଆପଣ କଣ ଭାବୁଛନ୍ତି ଦୟାକରି କୁହନ୍ତୁ | ଧନ୍ୟବାଦ!